COPA Job Role (ସିଓପିଏ ଜବ୍ ରୋଲ୍)

COPA Job Role (ସିଓପିଏ ଜବ୍ ରୋଲ୍)

କମ୍ପ୍ୟୁଟର ଅପରେଟର:

କମ୍ପ୍ୟୁଟର ଅପରେଟର ବ୍ୟବସାୟିକ, ବୈଜ୍ଞାନିକ, ଇଞ୍ଜିନିୟରିଂ ଓ ଅନ୍ୟ ଧରଣର ତଥ୍ୟକୁ ପ୍ରସେସ୍ କରିବାପାଇଁ ଦିଆଯାଇଥିବା ଅପରେଟିଂ ନିର୍ଦ୍ଦେଶାନୁସାରେ କମ୍ପ୍ୟୁଟର ଓ ସମ୍ବନ୍ଧିତ ପରିଫେରାଲ୍ ଉପକରଣଗୁଡିକ ଚଲାଇଥାଏ। ସେ କମ୍ପ୍ୟୁଟର ଟର୍ମିନାଲ୍‌ର କୀବୋର୍ଡ ଦ୍ୱାରା କମାଣ୍ଡ ଦେଇଥାଏ ଏବଂ ଟେପ୍ ଡ୍ରାଇଭ୍, ପ୍ରିଣ୍ଟର, ଡାଟା କମ୍ୟୁନିକେସନ୍ ଉପକରଣ, ପ୍ଲଟର୍ ଇତ୍ୟାଦିର ବଟନ୍/ସ୍ୱିଚ୍ ଚାଲୁ କରି ସମଗ୍ର ସିଷ୍ଟମ୍‌ର ସଞ୍ଚାଳନ କରେ।

କମ୍ପ୍ୟୁଟର ଓପାରେଟର ଏବଂ ପ୍ରୋଗ୍ରାମିଂ ଅସିଷ୍ଟାଣ୍ଟ (COPA) – କୋର୍ସ ସୂଚନା

କମ୍ପ୍ୟୁଟର ଓପାରେଟର ଏବଂ ପ୍ରୋଗ୍ରାମିଂ ଅସିଷ୍ଟାଣ୍ଟ (COPA) – କୋର୍ସ ସୂଚନା

COPA ଟ୍ରେଡ୍ର ଏକବର୍ଷିୟ ପ୍ରଶିକ୍ଷଣ କାଳ ମଧ୍ୟରେ ପ୍ରାର୍ଥୀଙ୍କୁ ସମ୍ବନ୍ଧିତ ଜବ୍ ରୋଲ୍ ଅନୁଯାୟୀ ବୃତ୍ତିଗତ କୌଶଳ, ବୃତ୍ତିଗତ ଜ୍ଞାନ ଏବଂ ରୋଜଗାର ଯୋଗ୍ୟତା କୌଶଳରେ ପ୍ରଶିକ୍ଷିତ କରାଯାଏ। ସେଥିପାଇଁ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ପ୍ରୋଜେକ୍ଟ କାର୍ଯ୍ୟ ଏବଂ ସହପାଠ୍ୟକ୍ରମ କାର୍ଯ୍ୟକଳାପରେ ଭାଗ ନେବାକୁ ଦିଆଯାଏ।

COPA ମୂଲ୍ୟାୟନ ମାନଦଣ୍ଡ

COPA Assessment Criteria (ମୂଲ୍ୟାୟନ ମାନଦଣ୍ଡ)

Computer Operator and Programming Assistant (COPA) ଟ୍ରେଡ୍ରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରାୟୋଗିକ ଓ ସାଧାରଣ ବିଷୟରେ ମୂଲ୍ୟାୟନ କରାଯାଏ। ନିମ୍ନରେ COPA ର ପ୍ରମୁଖ Assessment Criteria ଦିଆଯାଇଛି:

1. Practical Skills (ପ୍ରାୟୋଗିକ କୌଶଳ)

Subscribe to