ପ୍ରଶ୍ନ 16. PDoS ର ଅନ୍ୟ ନାମ କଣ?
- A. Brute force ଆକ୍ରମଣ
- B. Non-technical ଆକ୍ରମଣ
- C. ଫ୍ଲାଶିଂ (Phlashing)
- D. Smurf ଆକ୍ରମଣ
ଉତ୍ତର: C. ଫ୍ଲାଶିଂ (Phlashing)
ପ୍ରଶ୍ନ 17. Windows OS ରେ ପିନ୍ କରାଯାଇଥିବା ଆପ୍ଲିକେସନ୍ କେଉଁଠି ରହେ?
- A. ଡେସ୍କଟପ୍
- B. ନୋଟିଫିକେସନ୍ ଏରିଆ
- C. ଟାଇଟଲ୍ ବାର
- D. ଟାସ୍କ ବାର
ଉତ୍ତର: D. ଟାସ୍କ ବାର
ପ୍ରଶ୍ନ 18. Notepad ଫାଇଲ୍ ର ଏକ୍ସଟେନ୍ସନ୍ କଣ?
- A. .fil
- B. .dll
- C. .doc
- D. .txt
ଉତ୍ତର: D. .txt
ପ୍ରଶ୍ନ 19. Control Panel ରେ କେଉଁ ଟୁଲ୍ ଭଏସ୍ କମାଣ୍ଡ ଦ୍ୱାରା ସେଟିଂ ବଦଳାଇବା ପାଇଁ ବ୍ୟବହୃତ ହୁଏ?
- A. Ease of access
- B. System and security
- C. Appearance and personalization
- D. Hardware and sound
ଉତ୍ତର: A. Ease of access
ପ୍ରଶ୍ନ 20. Start menu ଖୋଲିବା ପାଇଁ କେଉଁ ଶର୍ଟକଟ୍ କି ବ୍ୟବହୃତ ହୁଏ?
- A. Windows Logo key
- B. Ctrl
- C. Shift
- D. Alt
ଉତ୍ତର: A. Windows Logo key
ପ୍ରଶ୍ନ 21. ପ୍ରିଣ୍ଟର କେଉଁ ପ୍ରକାରର ଡିଭାଇସ୍?
- A. ଇନପୁଟ ଡିଭାଇସ୍
- B. ଆଉଟପୁଟ ଡିଭାଇସ୍
- C. ପ୍ରୋସେସିଂ ଡିଭାଇସ୍
- D. ଗଣନା ଡିଭାଇସ୍
ଉତ୍ତର: B. ଆଉଟପୁଟ ଡିଭାଇସ୍
ପ୍ରଶ୍ନ 22. Operating System ର କାମ କଣ?
- A. Word processing
- B. Calculation
- C. ପ୍ରୋସେସ ଏବଂ ମେମୋରି ପରିଚାଳନା
- D. ଚିତ୍ର ଆଙ୍କନ
ଉତ୍ତର: C. ପ୍ରୋସେସ ଏବଂ ମେମୋରି ପରିଚାଳନା
ପ୍ରଶ୍ନ 23. ଡିଲିଟ୍ ହୋଇଥିବା ଫାଇଲ୍ ଏବଂ ଫୋଲ୍ଡର କେଉଁ ଆଇକନ୍ ରେ ମିଳେ?
- A. My Computer
- B. Recycle Bin
- C. Microsoft Edge
- D. Google Chrome
ଉତ୍ତର: B. Recycle Bin
ପ୍ରଶ୍ନ 24. ସିଷ୍ଟମ୍ ତାରିଖ ବଦଳାଇବା ପାଇଁ କେଉଁ Control Panel ବ୍ୟବହୃତ ହୁଏ?
- A. User Account
- B. System
- C. Date and Time
- D. Fonts
ଉତ୍ତର: C. Date and Time
ପ୍ରଶ୍ନ 25. Windows ଡେସ୍କଟପ୍ ରିଫ୍ରେଶ୍ କରିବା ପାଇଁ କେଉଁ ଶର୍ଟକଟ୍ କି?
- A. F1
- B. F3
- C. F5
- D. F7
ଉତ୍ତର: C. F5
ପ୍ରଶ୍ନ 26. ସ୍କାନର କେଉଁ ପ୍ରକାରର ଡିଭାଇସ୍?
- A. ପ୍ରୋସେସିଂ ଡିଭାଇସ୍
- B. ଇଣ୍ଟରନାଲ୍ ଡିଭାଇସ୍
- C. ଆଉଟପୁଟ ଡିଭାଇସ୍
- D. ଇନପୁଟ ଡିଭାଇସ୍
ଉତ୍ତର: D. ଇନପୁଟ ଡିଭାଇସ୍
ପ୍ରଶ୍ନ 27. ପ୍ରିଣ୍ଟର କେଉଁ ପ୍ରକାରର କପି ତିଆରି କରେ?
- A. Hard Copy
- B. Soft Copy
- C. Scan Copy
- D. Xerox Copy
ଉତ୍ତର: A. Hard Copy
ପ୍ରଶ୍ନ 28. ସ୍କାନ୍ ଇମେଜ୍ ର ସ୍ଟାଣ୍ଡାର୍ଡ ଫାଇଲ୍ ଏକ୍ସଟେନ୍ସନ୍ କଣ?
- A. .exe
- B. .doc
- C. .bak
- D. .jpg
ଉତ୍ତର: D. .jpg
ପ୍ରଶ୍ନ 29. ସାଧାରଣ DVD ର କ୍ଷମତା କେତେ?
- A. 40 MB
- B. 50 MB
- C. 60 MB
- D. 4.7 GB
ଉତ୍ତର: D. 4.7 GB
ପ୍ରଶ୍ନ 30. BIOS କଣ?
- A. ଫର୍ମୱେର୍
- B. ହାର୍ଡୱେର୍
- C. ମିଡଲୱେର୍
- D. ସଫ୍ଟୱେର୍
ଉତ୍ତର: A. ଫର୍ମୱେର୍