ପ୍ରଶ୍ନ 1. କମ୍ପ୍ୟୁଟର କେଉଁ କ୍ରମରେ କାମ କରେ?
- A. ଇନପୁଟ, ଆଉଟପୁଟ, ପ୍ରୋସେସ
- B. ଇନପୁଟ, ପ୍ରୋସେସ, ଆଉଟପୁଟ
- C. ପ୍ରୋସେସ, ଇନପୁଟ, ଆଉଟପୁଟ
- D. ଆଉଟପୁଟ, ପ୍ରୋସେସ, ଇନପୁଟ
ଉତ୍ତର: B. ଇନପୁଟ, ପ୍ରୋସେସ, ଆଉଟପୁଟ
ପ୍ରଶ୍ନ 2. ପ୍ୟାରାଲେଲ ପୋର୍ଟ ଗୋଟିଏ ବାଇଟ୍ କିପରି ଟ୍ରାନ୍ସଫର କରେ?
- A. ବିଟ୍ ପ୍ରତି ବିଟ୍
- B. ଏକ ସମୟରେ 2 ବିଟ୍
- C. ଏକ ସମୟରେ 4 ବିଟ୍
- D. ଏକ ସମୟରେ 8 ବିଟ୍
ଉତ୍ତର: D. ଏକ ସମୟରେ 8 ବିଟ୍
ପ୍ରଶ୍ନ 3. CPU ର ଭିତର ଥିବା ପାୱର ସପ୍ଲାଇ ଇଉନିଟ୍ କଣ?
- A. CVT
- B. UPS
- C. SMPS
- D. Stabilizer
ଉତ୍ତର: C. SMPS
ପ୍ରଶ୍ନ 4. ମଦରବୋର୍ଡରେ ଏକ୍ସପାନସନ ସ୍ଲଟ୍ ର ଉଦ୍ଦେଶ୍ୟ କଣ?
- A. RAM ଲଗେଇବା ପାଇଁ
- B. ମାଉସ ଲଗେଇବା ପାଇଁ
- C. କୀବୋର୍ଡ ଲଗେଇବା ପାଇଁ
- D. ଅତିରିକ୍ତ ଡିଭାଇସ ଲଗେଇବା ପାଇଁ
ଉତ୍ତର: D. ଅତିରିକ୍ତ ଡିଭାଇସ ଲଗେଇବା ପାଇଁ
ପ୍ରଶ୍ନ 5. ବିଦ୍ୟୁତ୍ ଝଟକାର ଗୁରୁତ୍ୱ କଣରୁ ପ୍ରଭାବିତ ହୁଏ?
- A. ଅତ୍ୟନ୍ତ କମ୍ DC ଭୋଲ୍ଟେଜ୍
- B. କରେଣ୍ଟ ବହିବାର ସମୟ
- C. ମାଇକ୍ରୋ ଏମ୍ପିଅରରେ କରେଣ୍ଟ ମାତ୍ରା
- D. ଝଟକା ପାଇଥିବା ବ୍ୟକ୍ତି
ଉତ୍ତର: B. କରେଣ୍ଟ ବହିବାର ସମୟ
ପ୍ରଶ୍ନ 6. ପ୍ରଥମ ସହାୟତାରେ ABC ର ପୂର୍ଣ୍ଣରୂପ କଣ?
- A. Anyway, Breathing, Circulation
- B. Airway, Breathing, Circulation
- C. Anyway, Blood, Circulation
- D. Airway, Blood, Chest
ଉତ୍ତର: B. Airway, Breathing, Circulation
ପ୍ରଶ୍ନ 7. ALU ର ପୂର୍ଣ୍ଣରୂପ କଣ?
- A. Allowed Logic Unit
- B. Ascii Logic Unit
- C. Arithmetic Logic Unit
- D. Arithmetic Least Unit
ଉତ୍ତର: C. Arithmetic Logic Unit
ପ୍ରଶ୍ନ 8. କରେଣ୍ଟ କଣ?
- A. ନ୍ୟୁଟ୍ରନ୍ ର ପ୍ରବାହ
- B. ଇଲେକ୍ଟ୍ରୋନ୍ ର ପ୍ରବାହ
- C. ପ୍ରୋଟୋନ୍ ର ପ୍ରବାହ
- D. ରେସିଷ୍ଟାନ୍ସ ର ପ୍ରବାହ
ଉତ୍ତର: B. ଇଲେକ୍ଟ୍ରୋନ୍ ର ପ୍ରବାହ
ପ୍ରଶ୍ନ 9. ଆର୍ମ ଲିଫ୍ଟ ବ୍ୟାକ ପ୍ରେସର ପ୍ରଣାଳୀ କଣ?
- A. ମାଉଥ୍ ଟୁ ମାଉଥ୍ ପ୍ରଣାଳୀ
- B. ମାଉଥ୍ ଟୁ ନୋଜ୍ ପ୍ରଣାଳୀ
- C. Nielsen's method
- D. Schafer's method
ଉତ୍ତର: C. Nielsen's method
ପ୍ରଶ୍ନ 10. ଡେସ୍କଟପ୍ ଏବଂ ପର୍ସନାଲ୍ କମ୍ପ୍ୟୁଟରକୁ କଣ କୁହାଯାଏ?
- A. ସୁପର କମ୍ପ୍ୟୁଟର
- B. କ୍ୱାଣ୍ଟମ୍ କମ୍ପ୍ୟୁଟର
- C. ମେନଫ୍ରେମ୍ କମ୍ପ୍ୟୁଟର
- D. ମାଇକ୍ରୋ କମ୍ପ୍ୟୁଟର
ଉତ୍ତର: D. ମାଇକ୍ରୋ କମ୍ପ୍ୟୁଟର
ପ୍ରଶ୍ନ 11. SSD ର ପୂର୍ଣ୍ଣରୂପ କଣ?
- A. Signal State Drive
- B. Solid State Drive
- C. Single Signal Drive
- D. Solid Signal Drive
ଉତ୍ତର: B. Solid State Drive
ପ୍ରଶ୍ନ 12. ବିଦ୍ୟୁତ୍ ଝଟକା ଲାଗିଲେ ପ୍ରଥମେ କଣ କରିବା ଉଚିତ?
- A. ଡାକ୍ତରକୁ ଡାକନ୍ତୁ
- B. ଅନ୍ୟମାନଙ୍କ ସହାୟତା ନିଅନ୍ତୁ
- C. ବିଦ୍ୟୁତ୍ ସପ୍ଲାଇ ବନ୍ଦ କରନ୍ତୁ
- D. ଆମ୍ବୁଲାନ୍ସ ଡାକନ୍ତୁ
ଉତ୍ତର: C. ବିଦ୍ୟୁତ୍ ସପ୍ଲାଇ ବନ୍ଦ କରନ୍ତୁ
ପ୍ରଶ୍ନ 13. ନିମ୍ନରୁ କେଉଁଟି ଓପରେଟିଂ ସିଷ୍ଟମ୍ ର ଉଦାହରଣ?
- A. Antivirus
- B. Windows
- C. MS Office
- D. Macromedia
ଉତ୍ତର: B. Windows
ପ୍ରଶ୍ନ 14. କେଉଁ Control Panel applet କମ୍ପ୍ୟୁଟର ସମ୍ବନ୍ଧୀୟ ସୂଚନା ଦେଉଛି?
- A. System and security
- B. Hardware and sound
- C. Programs
- D. Appearance and personalization
ଉତ୍ତର: A. System and security
ପ୍ରଶ୍ନ 15. ଫାଇଲ୍/ଫୋଲ୍ଡର କପି ଏବଂ ପେଷ୍ଟ ପାଇଁ କେଉଁ ଶର୍ଟକଟ୍ କି ବ୍ୟବହାର ହୁଏ?
- A. Ctrl + X ଏବଂ Ctrl + V
- B. Ctrl + A ଏବଂ Ctrl + V
- C. Ctrl + Z ଏବଂ Ctrl + V
- D. Ctrl + C ଏବଂ Ctrl + V
ଉତ୍ତର: D. Ctrl + C ଏବଂ Ctrl + V